ଖନ୍ତାପଡା ଦାଣ୍ଡକାଳୀ ମନ୍ଦିର ନିକଟ ସୌଦାମିନୀ ବିହାର ରାସ୍ତା ପାର୍ଶ୍ଵରେ ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ଖଇରା,(ନାଗରାଜ ନ୍ୟୁଜ): ଖବର ଅନୁଜାୟୀ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ପଞ୍ଚାୟତ ୧୬ନମ୍ବର ୱାର୍ଡ ର କରୁଣାକର ପଣ୍ଡାଙ୍କ ପୁଅ ଅଭୟ କୁମାର ପଣ୍ଡା ଗତ ରାତିରୁ ଘରକୁ ଆସିନଥିବା ବେଳେ ସକାଳେ ସୌଦାମିନୀ ବିହାର ରାସ୍ତା ପାର୍ଶ୍ଵ ରେ ଅଭୟ ଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା।ତେବେ ଘଟଣା ପ୍ରଚାର ହେବା ପରେ ଅଞ୍ଚଳରେ ଏକ ସକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି।ତେବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଘଟଣା ସ୍ତଳରେ ପହଞ୍ଚି ସଠିକ ଭାବେ ତଦନ୍ତ କରି ଦୁଶିକୁ ଦଣ୍ଡ ଦେବା ନେ଼ଇ ଆଲୋଚନା କରିଥିବା ଦେଖିବାକୁ ମିଳିଛି .

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *