ନନ୍ଦନକାନନରେ ସିଂହୀ ସୁପ୍ରିୟାର ମୃତ୍ୟୁ

Spread the love

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀ ମଧ୍ୟରେ ରହୁଥିବା ୨୬ ବର୍ଷିୟା ସିଂହୀ ସୁପ୍ରିୟାର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ଯୋଇଛି। ସେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୧୯୯୪ ମସିହା ମାଇ ମାସ ୧୫ ତାରିଖରେ ଜନ୍ମଲାଭ କରିଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନ ସଂହ ସଂଖ୍ୟା ୧୪କୁ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *