ଅଜଣା ରୋଗରେ 2 ଗୋରୁ ମୃତ, 50ରୁ ଅଧିକ ଆହତ

Spread the love

ଖଇରା,(ନାଗରାଜ ନ୍ୟୁଜ): ଅଜଣା ରୋଗରେ 2 ଗୋରୁ ମୃତ, 50ରୁ ଅଧିକ ଆହତ . ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଢିଆ ଡାଲଙ୍ଗ ପଞ୍ଚାୟତ ଅଧିନସ୍ଥ ଡାଲଙ୍ଗ ଗ୍ରାମରେ, ଏମିତି ଏକ ରୋଗ ବାହାରିଛି କେହିବି କିଛି କହିପାରୁ ନାହାଁନ୍ତି . 2 ଟି ଗୋରୁ ଗାଈ ମାନେ ମୃତ୍ୟୁ ବରଣ ହୋଇଛନ୍ତି ଓ 50 ରୁ 60 ଉର୍ଦ୍ଦ ଅଧିକ ଗୋରୁ ଆକ୍ରାନ୍ତ ହୋଇ ପଡିଛନ୍ତି . ଗୋରୁଙ୍କ ଦେହରେ ପ୍ରଥମେ ଚେକଡା ଚେକଡା ଭଳି ଫୁଲିବା ସହିତ ଗୋଡ଼ ଦେହ ସାରା ଫୁଲିବା ସହ କିଛି ସମୟ ପରେ ଶୋଇବା ସହ କିଛି ମଧ୍ୟ ଖାଉ ନାହାନ୍ତି, ଆକ୍ରାନ୍ତ ହୋଇ ପଡିବା ଓ ମୃତ୍ୟୁ ବରଣ କରିବା ସହ ଗୋରୁ ମାତାଙ୍କ ମାନଙ୍କ ର ଦେଖିବାକୁ ମିଳିଛି,କିଏ ତ କହୁଛି ବସନ୍ତ ଆଉ କିଏ କହୁଛନ୍ତି କରୋନା ହୋଇଛି ବୋଲି, ପଶୁ ଡାକ୍ତର ଙ୍କ ସହିତ ଯୋଗାଯୋଗ କରିବାରୁ ଡାକ୍ତର ବାବୁ ଜଣକ କହିଥିଲେ ଏଇ ବେମାର ର କିଛି ଗୁରୁ ମାତାଙ୍କ ପାଇଁ ଔଷଧ ନାହିଁ ବୋଲି କହିଥିଲେ . କିଛି ଗୁରୁ ମାଲିକଙ୍କ ଲୋକେ ସରକାର ଙ୍କୁ ନେହୁରା ହେଉଛନ୍ତି ଏଇ ଗୁରୁମାତା ଙ୍କ କିଛି ଦବାଇ ବାହାର କଲେ ସର କାରଙ୍କ ପାଖରେ ଉପକୁତ ରହିବେ ବୋଲି ଗୋରୁ ମାତାଙ୍କ ମାଲିକ ଲୋକ ମାନେ ପ୍ରକାଶ କରିଛନ୍ତି,କେବେ ଏଇ ଗୁରୁ ମାତାଙ୍କ ପାଇଁ ଦବାଇ ବାହାରିବ ତାହା ଦେଖିବାକୁ ବାକି ରହିଲା .

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *