ଓଟିଏମର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

Spread the love

କଟକ,(ନାଗରାଜ ନ୍ୟୁଜ): ଓଟିଏମର ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଚୌଦ୍ୱାର ଓଟିଏମ ଶ୍ରମିକ ସଙ୍ଗଠନର ସଦସ୍ୟମାନେ ଚୌଦ୍ୱାର କଟକ ର ବିଧାୟକ ଶ୍ରୀଯୁକ୍ତ ସୋଭିକ ବିଶ୍ଵାଳଙ୍କ ନେତୃତ୍ୱ ରେ ଭେଟି କୃତଜ୍ଞତା ଜଣାଇଛନ୍ତି। ଶ୍ରମିକମାନେ ଦୀର୍ଘଦିନ ଧରି ବକେୟା ଥିବା ପାରିଶ୍ରମିକ ପାଇବାକୁ ଯାଉଥିବା ବେଳେ ଓଟିଏମର ୫୬୩ ଏକର ଜମିରେ ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

Leave a Reply

Your email address will not be published. Required fields are marked *