ହାଟ୍ ଚେକପ ଶିବିରର ଉଦ୍ଘାଟନ

Spread the love

ପୁରୀ,(ନାଗରାଜ ନ୍ୟୁଜ): ବାଲି ସାହି ହିଞ୍ଜଳ ଜାଗା ପରିସରରେ ନୂତନ କଲ୍ୟାଣ ମଣ୍ଡପ ରେ ଦୁଇ ଦିନିଆ ହାଟ୍ ଚେକପ ଶିବିରର ଆଜି ଉଦ୍ଘାଟନ ହେଇ ଯାଇଛି ଉଦ୍ଘାଟନ ଉସବରେ ପୁରୀର ମାନ୍ୟବର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ଶିବିରର ଶୁଭାରମ୍ଭ କରି ହାଟ ର କିପରି ଯତ୍ନ ନେଇ ହବ ସେ ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ ଏହି ଅବସରରେ ଜାଗା ର ସଭାପତି ଜିତେନ୍ଦ୍ର ମୁଦୁଲି ଏବଂ ସମ୍ପାଦକ କୁଳମଣି ସାହୁ ଓ ଜାଗା ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟ କିପରି ଠିକ୍ ସେ ହେବ ତାର ତଦାରଖ କରି ଥିଲେ ବରିଷ୍ଠ ଛାତି ରୋଗ ବିଶେଷଜ୍ଞ ଡକ୍ଟର ଭାରତ ବିଜୟ ପୁରୋହିତ ଏବଂ ତାଙ୍କ ଟିମ୍ ର ପ୍ରାୟ 10 ଜଣ ସଦସ୍ୟଙ୍କୁ ନେଇ ଏହି ଶିବିରରେ ବାଲି ସାହି ତଥା ଏହାର ଆଖ ପାଖ ଲୋକେ ମାନେ ଏହାର ସୁଯୋଗ କୁ ଉପଭୋଗ କରିଥିଲେ ପ୍ରାୟ 100 ଲୋକମାନେ ଆଜି ଡକ୍ଟର ଙ୍କ ଦ୍ଵାରା ଚେକପ୍ କରିଥିବା ବେଳେ କାଲି ମଧ୍ୟ 150 ଜଣ ରେଜିଷ୍ଟ୍ରେସନ୍ କରିଥିବା ଜଣା ପଡ଼ିଛି ଦୁଇ ଦିନ ଧରି ଶିବିର ଚାଲି ଥିବା ବେଳେ ଗତ କାଲି ଏହାର ଶେଷ ଦିନ .

Leave a Reply

Your email address will not be published. Required fields are marked *