ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପିଙ୍ଗୁଆଠାରେ ବାଳିକା ଆତ୍ମା ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଠାରେ ଥିବା ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାଳିକା ଆତ୍ମା ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି।ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇ ଆଠଦିନ ବ୍ୟାପୀ ଚାଲିଥିଲା ଏହି ପ୍ରଶିକ୍ଷଣ ଶିବିର ର ଉଦଯାପନି ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବୋଧ ସ୍ୱାଇଁ ସଭାପତି ଭାବେ ରମେଶ ଚନ୍ଦ୍ର ନାୟକ ବରିଷ୍ଠ ଅଧ୍ୟାପକ ଇଂରାଜୀ ବିଭାଗ ମୁଖ୍ୟ ଅତିଥି ଭାବେ ,ଅର୍ଥନିତୀ ବିଭାଗର ଅଧ୍ୟାପକ ନଗେନ୍ଦ୍ର ବଳ ମୁଖ୍ୟ ବକ୍ତା ,ଅଧ୍ୟାପିକା ରଶ୍ମିବାଳା ମହାନ୍ତି ,ମଧୁସ୍ମିତା ମହାନ୍ତି ,ମୁଦୁଲୀ ମାଡ଼ାମ ,ଗ୍ରନ୍ଥାକାର ବସନ୍ତ ରାଉତ ,ସାମ୍ବାଦିକ ପ୍ରଦୀପ କୁମାର ଦାସ ,ବାଦଲ ମହାନ୍ତି ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ସାପ୍ତାହିକ ପୋଗ୍ରାମ କୁ ଖେଳ ଅଧ୍ୟାପକ ଦୀପାନଶୁ ତ୍ରିପାଠୀ ସଂଯୋଜନା କରିଥିଲେ |ରିଙ୍କି ପ୍ରଧାନ ଓ ଅର୍ଚନା ବାରିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published. Required fields are marked *