୧୬ ତମ ସୁଦରସନ ସାରକି ଓପେନ ରାପିଡ଼ ଚେସ ପ୍ରତିଯୋଗିତା ଉଦଯାପିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜ଼ିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ 16ତମ ସୁଦରସନ ସାରକି ଓପେନ ରାପିଡ଼ ଚେସ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ବାଲିଗୁହାଳୀ ସ୍ଥିଥ ସୁଦର୍ଶନ ମେମୋରିଆଲ ହଲ ଠାରେ ଚେସ ପ୍ରତିଯୋଗିତା ରେ ମୋଟ 59ଜଣ ବିଭିର୍ନ ବିଦ୍ୟାଳୟ ତଥା ପୁରୀରୁ ଖେଳାଳିମାନେ ଅଂଶ ଗ୍ରହଣ କରିଥିଲେ ଏଥିରେ 15ଜଣ ରେକର୍ଡ ଖେଳାଳି ଅଂଶ ଗ୍ରହଣ କରିଥିଲେ ପ୍ରଫେସର ବିମଲ ପ୍ରସାଦ ମହାନ୍ତି ଙ୍କଉପସ୍ଥିତି ରେ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା ଖେଳାଳି ମନୋଜ ପାଣିଗ୍ରାହୀ ଓ ସୌମେନ୍ଦ୍ର ଦାସ ପ୍ରଫେସର ବିମଲ ମହାନ୍ତି ମଞ୍ଚ ଆସୀନ ହୋଇ ଆର୍ଥିକ ପୁରସ୍କାର ସହ ଟ୍ରେପ ପ୍ପ୍ରଦାନ କରିଥିଲେ ସତ୍ୟନାରାୟଣ ସିଂ ଶେଷରେ ଧନ୍ୟବାଦ ଅର୍ପଣ କରଥିଲେ .

Leave a Reply

Your email address will not be published. Required fields are marked *