ବାବା ତାଡକେଶ୍ଵର ମହାଯଜ୍ଞ ମହୋତ୍ସବ ଅନୁଷ୍ଠିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ୫ ନଂ ଜୋନ୍ ଅଚ୍ୟୁତପୁର ପଞ୍ଚାୟତ ଶିରିପୂର୍ ଠାରେ ୨୨ ତମ ବାବା ତାଡକେଶ୍ୱର ମହାଯଜ୍ଞ ମହୋତ୍ସବ ର ଉଦ୍ଘାଟନୀ ଉତ୍ସବରେ ଯୋଗଦେବା ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ଯୁବନେତା ଇଂ. ରାଜେଶ ମହାକୁଡ଼, ମଣ୍ଡଳ ସଭାପତି ମହେଶ୍ବର ନାଥ, ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ସାହୁ,ସରପଞ୍ଚ ଅହଲ୍ୟା ପାତ୍ର, ସମିତି ସଭ୍ୟl ସସ୍ମିତା ପଣ୍ଡା, ଯୁବନେତା ଜନ୍ମଜୟ ପାଢ଼ୀ ଉପସ୍ଥିତ ରହି ବାବା ତାଡକେଶ୍ୱର କ ପାଖରେ ପୂଜାଜର୍ନl କରି ଦେବ ନିମନ୍ତ୍ରଣ ରେ ଶାମିଲ ହେବା ସହିତ ଆତସବାଜି ରେ ଅଗ୍ନି ସଂଯୋଗ କରି ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *