ଦେବସେନା ସଂଗଠନ ତରଫରୁ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସନାତନ ସଂସ୍କୃତି ଅନାଦି, ଅନନ୍ତ,ଅପରମ୍ପାର,ସାଶ୍ବତ ଓ ସୃଷ୍ଟି ହିଁ ସନାତନ, ପ୍ରକୃତି ହିଁ ସନାତନ। କିନ୍ତୁ କିଛି ମ୍ଳେଚ୍ଚ ଏପରି ପବିତ୍ର ସନାତନ ସଂସ୍କୃତି କୁ ସମାଲୋଚନା କରି ନିଜର ମଜହବ କୁ ପ୍ରାଧାନ୍ୟ ଦେଇ ବାହାବାହା ପଦ ନେବା ପାଇଁ ଚେଷ୍ଟା କରି ବିବାଦୀୟ ହୋଇ ପଡନ୍ତି। ଠିକ୍ ଯେପରି #ଜମାତେ-ଏ-ହିନ୍ଦ୍ ର ମୁଖ୍ୟ ମହମ୍ମଦ ଅର୍ଶଦ ମଦନୀ ସୃଷ୍ଟି ର ରଚୟିତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଅସ୍ତିତ୍ବ କୁ ଆଙ୍ଗୁଳି ଉଠାଇ ଆଲ୍ଲା ହିଁ ଏକମାତ୍ର ସର୍ବ ଶ୍ରେଷ୍ଠ କହିବା ପାଗଳାମି ଛଡ଼ା କିଛି ନୁହେଁ।ଏପରି ଅପାଠୁଆ,ମ୍ଳେଚ୍ଛ ମାନଙ୍କ ପାଇଁ ହିନ୍ଦୁ ସମାଜ ନିରବତା ପରିତ୍ୟାଗ କରି କଠୋର ଆଭିମୁଖ୍ୟ ଗ୍ରହଣ କରିବାର ସମୟ ଆସିଯାଇଛି।ଏହାର ବିରୋଧ ରେ #ଢେଙ୍କାନାଳ ଜିଲ୍ଲା ଦେବ ସେନା ପରିବାର ସ୍ଥାନୀୟ ଟାଉନ ଥାନା ରେ ଏକ FIR ପ୍ରଦାନ କରି ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରବକ୍ତା ବଡ଼ଭାଇ ଶିଶିର ଶତପଥୀ, ଜିଲ୍ଲା ମହାସଚିବ ଯୁଧିଷ୍ଠିର ସାହୁ, ସିପୁନ ଭାଇ,ଜ୍ୟୋତି ଭାଇ ତଥା ଆଦରଣୀୟ ସ୍ବାମୀ ସ୍ୱରୂପା ନନ୍ଦ ଉପସ୍ଥିତ ରହିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *