ଗଁଦିଆ ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ବୁଲିଲା ସଚେତନତା ରଥ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ଆଜି ବ୍ୟଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ନିମନ୍ତେ ଏକ ସଚେତନତା ରଥ ଗଁଦିଆ ଓ ପୋରୁହ ଖୋଜ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିଅଛି ଉକ୍ତ ସଚେତନତା ରଥକୁ ମୁଖ୍ୟ ଅତିଥି ଭାବରେ ସମବାୟ ସମିତିର ସଭାପତି ବିଶ୍ୱନାଥ ଜେନା ଯୋଗଦାନ କରି ଏହାର ଶୁଭାରମ୍ଭ କରିଥିଲେ ଏଥିରେ ସଂମାନିତ ଅତିଥି ଭାବରେ ସମିତିର ନିର୍ଦେଶକ ଅରୁଣ କୁମାର ଜେନା ଗୋପାଳ ଚନ୍ଦ୍ର ରାଉତ ଚାଷୀ ଡମ୍ବୁର ଧର ସେଠି ଦୁଃଶାସନ ସ୍ବାଇଁ ଓ ନଟବର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଥିଲେ ସମିତି ସମ୍ପାଦକ ଗୋକୁଳାନନ୍ଦ ପାଣି ଉକ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ଅଶାନ୍ତ୨୪ତାରିଖ ଶୁକ୍ରବାର ଦିନ ଏକ କର୍ମଶାଳା ଉକ୍ତ ସମିତି ପରିସର ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ତିର ହୋଇଅଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *