ହିନ୍ଦୋଳ ଏନଏସି ବିଭିନ୍ନ ୱାର୍ଡରେ ପଦଯାତ୍ରା କଲା ବିଜେଡି

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ହିନ୍ଦୋଳ ଏନଏସିରେ ଆସ୍ତେ ଆସ୍ତେ ଜମୁଛି ପ୍ରଚାର ମୈଦାନ, ଯାହା ଦେଖିବାକୁ ମିଳୁଛି ବିଜେଡି ଏହି ପ୍ରଚାରରେ ବହୁ ଆଗରେ ଅଛି ଆଜି ଏନଏସିର ୧, ୨ ଓ ୩ ନଂ ୱାର୍ଡରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ସଦର ବିଧାୟକ ସୁଧୀର ସାମଲ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଏକତ୍ରିତ ଭାବରେ ଦଳୀୟ ଚେୟାରମ୍ୟାନ ଓ କାଉନସିଲର ପ୍ରାର୍ଥୀଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିଥିଲେ ଯେଉଁଥିରେ କର୍ମୀ ମାନେ ମଧ୍ୟ ବେଶ ଉତ୍ସହିତ ଥିଲେ ଏମାନଙ୍କ ସହିତ ଜିଲ୍ଲା ମହିଳା ବିଜେଡି ସଭାପତି ସାଗରୀକା ମିଶ୍ର, ରୁବି ବିଶ୍ୱାଳ, ଜିଲ୍ଲାପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ ପ୍ରମୁଖ ଯୋଗଦେଇଥିଲେ କିନ୍ତୁ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ସେଭଳି ପ୍ରଚାର ଆରମ୍ଭ କରିନଥିବା ଦେଖିବାକୁ ମିଳିଛି ଢେଙ୍କାନାଳରୁ ଅଶୋକ କୁମାର ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *