କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ :୬ ସପ୍ତାହ ମଧ୍ୟରେ ଲୋଡିଛନ୍ତି ପ୍ରତିକ୍ରିୟା

Spread the love

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ୬ ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି। କୃଷି ନିୟମର ସାମ୍ବିଧାନିକତାକୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ମନୋହର ଲାଲଙ୍କ ଆବେଦନକୁ ଅତିକ୍ରମ କରି କୋର୍ଟ ଅନ୍ୟ ନେତାଙ୍କ ଆବେଦନ ଉପରେ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଅନ୍ୟ ସମସ୍ତ ହାଇକୋର୍ଟରେ ଦାଖଲ ହୋଇଥିବା ମକଦ୍ଦମାଗୁଡିକର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *