ବାଙ୍କୀ ଦୁଲଣାପୁରରେ ବଜ୍ରପାତ, ୨ ମୃତ ଓ ୩ ଗୁରୁତର

Spread the love

କଟକ :  ବାଙ୍କୀ ଥାନା ଅନ୍ତର୍ଗତ ଦୋଲଣ।ପୁର ଗ୍ରାମରେ ବଜ୍ରପାତ । ବଜ୍ରପାତରେ ଦୁଇ ମୃତ ଓ ତିନି ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି ।ଆଜି ସକାଳ ସମୟରେ ପାଗ ଭଲ ଥିବାରୁ ଲୋକେ ଜମିକୁ ଯାଇଥିଲେ କାମ କରିବାକୁ। ଜମିରେ କାମ କରୁଥିବା ବେଳେ ଲଘୁଚାପ ବର୍ଷା ସହ ଘଡ ଘଡି ମାରିଥିଲା। ବଜ୍ରପାତରେ ଜମିରେ କାମ କରୁଥିବା ବେଳେ ଟଳି ପଡିଥିଲେ ଦୁଇଜଣ ଅନ୍ୟ ତିନିଜଣ ଆହତ ହୋଇ ପଡିଥିଲେ।  ନିକଟରେ ଥିବା ଲୋକେ ଦେଖି ଗ୍ରାମ ଲୋକଙ୍କୁ ଖବର ଦେବାରୁ ଗାଡ଼ିରେ ବାଙ୍କୀ ମେଡିକାଲକୁ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରିଛନ୍ରି । ପରେ ଜଣକ ଅବସ୍ଥା ଗୃରୁତ୍ଵର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।ମୃତକଙ୍କ ନାମ ଲିପୁ ପରିଡା, ଧାଡ଼ିଆ ସାହୁ  ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *