ଦେଓଗାଁ, ମନ୍ଦାର ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣର ଭିତ୍ତିପ୍ରସର ସ୍ଥାପନ କଲେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ ମଲିକ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ର ଢେଙ୍କାନାଳ ଭୁବନ ରାସ୍ତାର ଦେଓଗାଁ ଠାରୁ ମନ୍ଦାର ପ୍ରଯ୍ୟନ୍ତ ଦୀର୍ଘ 21କିଲୋମିଟର ରାସ୍ତାର ସମ୍ପ୍ରସାରଣ ପାଇଁ ଦେଓଗାଁ ଠାରେଅନୁଷ୍ଠିତଉତ୍ସବରେମୁଖ୍ୟଅତିଥିଭାବରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲିକଯୋଗଦାନକରି ଭିତ୍ତି ପ୍ରସ୍ତର ର ଶୁଭ ଉଧାଘାଟତନ କରିଛନ୍ତି, ଉକ୍ତ ଉତ୍ସବ ସଂମ୍ମାନୀତଅତିଥିଭାବରେରେ ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାଣ, ଗଁଦିଆ ବ୍ଲକ ଅଧକ୍ଷା ରୀନାରାଣୀ ଖଟୁଆ, ଉପାଧ୍ୟାକ୍ଷା ମମତା ସାମଲ, ଯନ୍ତ୍ରୀ ଅଶୋକ ଗିରି, ଗଁଦିଆ ବ୍ଲକ ବିଜେଡି ସଭାପତି ବିଶ୍ଵନାଥ ଜେନା, ବିଜେଡି ଯୁବ ସଭାପତି ପ୍ରଦୀପ କୁମାର ରାଉତ,ବିଜେଡି ମହିଳା କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ,ଗଁଦିଆ ବ୍ଲକ ସମସ୍ତ ଜୋନ ରଜିଲ୍ଲାପରିଷଦ ମାନେ,ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ, ସମିତି ସଭ୍ୟା ପିଙ୍କି ପତି,ଏବଂ ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି ଙ୍କ ସହିତ ବ୍ଲକ ର ଏମ.ବି.କେ. ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ସହ 40 ଡିଗ୍ରୀ ତାପମାତ୍ରା ରୁଦ୍ର ତାପ ସତ୍ୱେ ଛୋଟ ଛୋଟ ପିଲାମାନଙ୍କର ଲହୁଡି ବାଡ଼ି ଖେଳ ମାଧ୍ୟମରେ ମନ୍ତ୍ରୀ ଙ୍କୁ ପାଛୋଟି ଆଣିବା ବେଶ ଆକର୍ଷଣୀୟ ଥିଲା, ଉକ୍ତ ରାସ୍ତାରେ ଚବିଶ କୋଟି ପଞ୍ଚାଲବେ ଲକ୍ଷ୍ୟ ଟଙ୍କା ବେୟ ବରାଦ ଥିବାବେଳେ, ନିର୍ଦ୍ଧିଷ୍ଟ 20ମାସ ସମୟ ସୀମା ମଧ୍ୟରେ ସରିବ ବୋଲି ମନ୍ତ୍ରୀ ଟଙ୍କା ବକ୍ତବ୍ୟ ରେ କହିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *