ତମାଣ୍ଡ ସରପଞ୍ଚ ଙ୍କ ନା ରେ ଦାଦା ବଟି ଅଭିଯୋଗ

Spread the love


ଭୁବନେଶ୍ୱର: ଭୁବନେଶ୍ଵର ଉପକଣ୍ଠ ତମାଣ୍ଡ ଥାନାରେ ତମାଣ୍ଡ ସରପଞ୍ଚ ଜଗମୋହନ ପ୍ରଧାନ ଙ୍କ ନାମରେ ଦାଦାବଟି ଅଭିଯୋଗ। ତମାଣ୍ଡ ଅଞ୍ଚଳ ରେ ଏକ ଆପାଟମେନଟ କନଷ୍ଟ୍ରକସନ କାମ ଚାଲୁ ଥିବା ବେଳେ ସେହି ଆପାଟ ମେଣ୍ଟର ମୁଖ୍ୟଙ୍କୁ ସରପଞ୍ଚ ୧୦ଲକ୍ଷ ଦାଦା ବଟି ମାଗିଥିବା ଥାନାରେ ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ ରାସ୍ତା ବନ୍ଦ କରିଦେବିକ ବାର ବାର ଧମକ ଦେଇ ଆସୁଥିଲେ ବୋଲି ମାଲିକ ଅଧିକାରୀ ପ୍ରଧାନ ଅଭିଯୋଗ କରିଛନ୍ତି। କିଛି ଟଙ୍କା ମଧ୍ୟ ସରପଞ୍ଚଙ୍କୁ ଦେଇଥିଲେ, ହେଲେ ଟଙ୍କା ନେବା ପରେ ଦାବି ବଢି ଚାଲିଲା | ଏ ଘଟଣା ରେ ମାଲିକ ଅଧିକାରୀ ପ୍ରଧାନ ସରପଞ୍ଚ ବିରୁଧ ରେ ତମାଣ୍ଡ ଥାନା ରେ ଦାଦା ବଟି ମାଗିବାର ଅଭିଯୋଗ କରିଛନ୍ତି। ଏ ବାବଦରେ ସରପଞ୍ଚ କହିଛନ୍ତି ସେ ଏ ଘଟଣା ବିଷୟରେ କିଛି ଅଵଗତ ନାହଁ।ନ୍ତି।

Leave a Reply

Your email address will not be published. Required fields are marked *