କଟକରୁ ନକଲି ଗୁଟକା କାରଖାନାରେ ଚଢ଼ାଉ

Spread the love


କଟକ: କଟକରେ ନକଲି ପାନମସଲା ଠାବ କରି କାରଖାନାରେ ଉପରେ ଚଢ଼ାଉ କଲା ପୋଲିସ । କାରଖାନାର ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଲକ୍ଷାଧିକ ଟଙ୍କାର ପାନମସଲା ଜବତ ଜବତ କରିଛି ପୁଲିସ।

ସୂଚନାନୁଯାୟୀ, କଟକ ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ-୩ ରେ ଥିବା ଏକ ଗୁଟକା କଂପାନୀ ଉପରେ ଆଜି କମିସିନରରେଟ ପୋଲିସ ର ଚଢ଼ାଉ । ଚଢ଼ାଉ କରି ପୋଲିସ ଲକ୍ଷାଧିକ ଟଙ୍କାର ଗୁଟକା ଓ ଗୁଟକା ତିଆରି ପାଇଁ ବ୍ୟବହୃତ ହେଉଥିବା ଜିନିଷ ମଧ୍ୟ ଜବତ କରିଛି ପୋଲିସ।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ କମିଶନରେଟ ପୋଲିସ ସକ୍ରିୟ ଭାବେ କଟକରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନକଲି ଖାଦ୍ୟ ତଥା ମସଲା ଇତ୍ୟାଦି ପ୍ରଚୁର ପରିମାଣରେ ଜବତ କରିଛି ।

Leave a Reply

Your email address will not be published. Required fields are marked *