ସଚିନ ତେନ୍ଦୁଲକରଙ୍କୁ କରୋନା

Spread the love

ନାଗରାଜ ନ୍ୟୁଜ୍: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ପୁରୁଷ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣା ପଡିଛି। ସେ ‌ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସେ କରୋନା ସଂକ୍ରମିତ ହୋଇଥିବା ଖବର ପ୍ରକାଶ ପାଇବା ପରେ ତାଙ୍କର  ଶିଘ୍ର ଆରୋଗ୍ୟ କାମନା କରିଛନ୍ତି କ୍ରୀକେଟପ୍ରେମୀ,ଖେଳାଳୀ,ରାଜନେତା ଓ ପ୍ରଶଂସକମାନେ।

Leave a Reply

Your email address will not be published. Required fields are marked *