କୋଭିଡ କଟକଣାରେ ଆରମ୍ଭ ଦାରୁଠେଙ୍ଗ ଦୋଳ ମେଳଣ

Spread the love

ନାଗରାଜ ନ୍ୟୁଜ୍ : ଚଳିତ ବର୍ଷ କୋଭିଡ କଟକଣାରେ ଆରମ୍ଭ ହୋଇଛି ଦାରୁଠେଙ୍ଗ ଗ୍ରାମର ଦୋଳ ମେଳଣ।  ଦାରୁଠେଙ୍ଗ ଗ୍ରାମର ପରମେଶ୍ବର ଦେବ ,ରାଧା କୃଷ୍ଣ,ଗୋପାଳ ଜ୍ୟୁ,ଚନ୍ଦ୍ରଶେଖର ଓ କଣ୍ଟାବାଡ ଗ୍ରାମର ଗୋପୀନାଥ ଦେବ ବିମାନରେ ବିଜେ ହୋଇ  ଗ୍ରାମର ସାତ ସାହି ପରିକ୍ରମା କରିଛନ୍ତି। ୫୦ ଭକ୍ତଙ୍କ ସହିତ ଶୋଭାଯାତ୍ରରେ ଆସି ଗ୍ରାମର ଯାତ୍ରା ପଡିଆରେ ବିରାଜମାନ ହୋଇଛନ୍ତି। ଚଳିତ ବର୍ଷ ଯାତ୍ରା ପରିବେଶଣ ବନ୍ଦ ରହିଥିବାରୁ ସେଠାରେ ଦିଅଁମାନେ କେବଳ ଚାରି ଦିନ  ପୂଜା ପାଇବେ।

Leave a Reply

Your email address will not be published. Required fields are marked *