ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଜୁଲାଇ ଶେଷ ସୁଦ୍ଧା ପ୍ରକାଶିତ ହେଉ ଯୁକ୍ତ ଦୁଇ ରେଜଲ୍ଟ

Spread the love

ଭୂବନେଶ୍ବର: ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ହେତୁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହାତ ହୋଇଛି । ଏହାସହ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ବାତିଲ୍ ମଧ୍ୟ କରାଯାଇଛି । ଆସନ୍ତାକାଲି ମାଟ୍ରିକ ରେଜଲ୍ଟ ବାହାରୁଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ରାଜ୍ୟ ମାନଙ୍କୁ ଚରମ ବାଣି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଉ ବିଳମ୍ବ ନକରି ୧୦ ଦିନ ମଧ୍ୟରେ ମୂଳ୍ୟାୟନ ପଦ୍ଧତି ବିଷୟରେ କୋର୍ଟରେ ଦାଖଲ କରିବା ସହିତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟ ବୋର୍ଡ ମାନେ ଯେଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ କରିପାରିବେ ସେନେଇ ପ୍ରସ୍ତୁତି କରନ୍ତୁ ବୋଲି ଆଜି ସୁପ୍ରିମ କୋର୍ଟ ରାଜ୍ୟ ବୋର୍ଡ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ ଭଳି ଆଉ କିଛି ରାଜ୍ୟ ଏବେବି ପିଲାମାନଙ୍କ ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି ଚଳାଇଥିବାରୁ ଶ୍ରୀଘ୍ର ସେମାନଙ୍କ ନିଷ୍ପତି ବାବଦରେ କୋର୍ଟକୁ ଜଣାନ୍ତୁ ବୋଲି ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।ଅନ୍ୟପଟେ ଆନ୍ଧ୍ରପ୍ରଦେଶ ଭଳି ଆଉ କିଛି ରାଜ୍ୟ ଏବେବି ପିଲାମାନଙ୍କ ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି ଚଳାଇଥିବାରୁ ଶ୍ରୀଘ୍ର ସେମାନଙ୍କ ନିଷ୍ପତି ବାବଦରେ କୋର୍ଟକୁ ଜଣାନ୍ତୁ ବୋଲି ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।ଅନ୍ୟପଟେ ଆନ୍ଧ୍ରପ୍ରଦେଶ ଭଳି ଆଉ କିଛି ରାଜ୍ୟ ଏବେବି ପିଲାମାନଙ୍କ ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି ନ୍ତୁ ବୋଲି ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।

ବର୍ତମାନ ସ୍ଥିତି ପିଲା ମାନଙ୍କ ଜୀବନ ଓ ଭବିଷ୍ୟତ ଖେଳ ନଖେଳି ଏକ ସୁବ୍ୟସ୍ତିତ ଯୋଜନା କରନ୍ତୁ ବୋଲି କୋର୍ଟ ସମସ୍ତ ରାଜ୍ୟ ମାନଙ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *