ଇନ୍ଧନ ଗ୍ୟାସ୍‌ ବିତରଣ କେନ୍ଦ୍ର ଉଦଘାଟିତ

Spread the love


ଭୁବନେଶ୍ଵର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାରାହାଙ୍ଗ ପଞ୍ଚାୟତ ପଦ୍ମକେଶରପୁର ତୁଲସୀ ମଣ୍ଡପ ନିକଟରେ ତ୍ରିନେତ୍ର ଏଣ୍ଟରପ୍ରାଇଜେସ ଅଧିନରେ ଜଳେଶ୍ଵର ଏଜେନସି ମାଧ୍ୟମରେ ଭାରତ ଫୁଏଲ ତରଫରୁ ଇନ୍ଧନ ଗ୍ୟାସ ବିତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମୁଖ୍ୟଅତିଥି ଭାବେ ଯୋଗଦେଇ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି। ଏଜେନ୍ସି ମାଲିକ ପ୍ରକାଶ ମହାଭୋଇଙ୍କ ତତ୍ତ୍ବାବଧାନରେ ଉଦଘାଟନି ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ସବାସ ଚନ୍ଦ୍ର ପାତ୍ର।

Leave a Reply

Your email address will not be published. Required fields are marked *