ନୀଳମାଧବ ସେନା ପରିବାର ତରଫରୁ ବାନା ସ୍ଥାପନ

Spread the love

ନାଗରାଜ‌ ନ୍ୟୁଜ: ଗତକାଲି ଶ୍ରୀ ନୀଳମାଧବ ମନ୍ଦିର କଣ୍ଟିଲୋ ଠାରେ ନୀଳମାଧବ ସେନା ପରିବାର ତରଫରୁ ବାନା ସ୍ଥାପନ କରାଗଲା । ଏହି ପରିବାରର କିଛି ଭାଇ ମାନଙ୍କ ସହ ପରବର୍ତ୍ତୀ ସୋପାନ ଉପରେ ଆଲୋଚନା କରାଗଲା । ଏହାସହ ସମସ୍ତେ ଏକ ମନ ହୋଇ ପ୍ରଭୁଙ୍କ ସେବା କରିବା ମନୋବୃତ୍ତି ରଖିବେ ଏହି ପରିବାର ଆହୁରି ଆଗକୁ ଯିବା ପାଇଁ ଏବଂ ଓଡ଼ିଶାର ମାଧବ ପ୍ରେମୀ ମାନଙ୍କ ପାଖରେ ପ୍ରଭୁଙ୍କ ପଚାର ପସାର ପହଞ୍ଚାଇବା ପାଇଁ ସାମ୍ୟକ ଆଲୋଚନା କରା ଯାଇଥିଲା । ସଭାପତି ମାଧବ ମିଶ୍ର ଏବଂ ସୁଶାନ୍ତ କପିଳା ଓ ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *