ନନ୍ଦନକାନନରେ ନୂଆ ଅତିଥି

Spread the love

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ନନ୍ଦନକାନନରେ ନୂଆ ଅତିଥି । ଆଜି ସକାଳେ ଏନକ୍ଲୋଜରରେ ଜଣେ ଗୟଳ ଏକ ମାଈ ଗୟଳ ଛୁଆକୁ ଜନ୍ମ ଦେଇଛି । ଗତ ଜନ୍ମ ଏକ ମାସ ପୂର୍ବରୁ ଥିଲା । ବର୍ତ୍ତମାନର ନନ୍ଦନକାନନରେ ଗୟଳ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *