ପୁରୀ ଜିଲ୍ଲା ବିଶ୍ଵକର୍ମା ମହାସଂଘ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଦୁଇ ବର୍ଷ କରାଳ କାୟା ବିସ୍ତାର କରିଥିବା ମହାମାରୀ ରେ ଏହି ସଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁଥିବା ନ ବେଳେ ଚଳିତ ବର୍ଷ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି । କୁନି କୁନି କଳା କାର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଂଘ ତରଫରୁ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ମାୟାଧର ମହାରଣା,ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ମହାରଣା,ସାଧାରଣ ସଭାପତି ଲିଙ୍ଗରାଜ ମହାପାତ୍ର, ସଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାରଣା,ଉପ ସଭାପତି ଶ୍ରୀ ରବି ନାରାୟଣ ମହାରଣା,ଶଙ୍କର ମହାରଣା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *