ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ପଦଯାତ୍ରା ରାଲି

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ରାଲି ବାଜିଚୈକି ସ୍ଥିତ କନିଷ୍ଠ ସହିଦ ବାଜି ରାଉତ ପର୍ଯ୍ୟନ୍ତ ଚାଲିଥିବା । ଏଥିରେ ସ୍କୁଲ ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀ, ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଉଦୟନାଥ ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରମେଶ କୁମାର ସେଠୀ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଦ୍ୱାରା ଏହି ରାଲି ଉଦଘାଟିତ ହୋଇଥିବା ସହ କନିଷ୍ଠ ସହିଦ ବାଜି ରାଉତଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା .

Leave a Reply

Your email address will not be published. Required fields are marked *