ଆଠଗଡ ବନ୍ଦ

Spread the love

ଆଠଗଡ, (ନାଗରାଜ ନ୍ୟୁଜ): ଆଠଗଡ ସୁରକ୍ଷା ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ଆଠଗଡ ବନ୍ଦ । ଆଠଗଡ଼ ବ୍ଲକର ୭୧ ଟି ପଞ୍ଚାୟତ କଟକ ଉନ୍ନୟନ ସଂସ୍ଥା ଅଧିନକୁ ଯିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଠଗଡ଼ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ତିବ୍ର ବିରୋଧ କରାଯାଉଥିବା ବେଳେ ଆଜି ଆଠଗଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ସକାଳ ୬ଟାରୁ ସଂଧ୍ୟ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ ଡାକରା ଦିଆଯାଇଛି । କଟକ ସିଡି ଏ ରେ ମିଶ୍ରଣ ପ୍ରସ୍ତାବ କୁ ଆଠଗଡ ରେ ତୀବ୍ର ବିରୋଧ,ଗାଡି ଚଳାଚଳ ବନ୍ଦ,ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ବିଭିନ୍ନ ଛକରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତ୍ତୟନ କରାଯାଇଛି।

Leave a Reply

Your email address will not be published. Required fields are marked *