ଏସିଡ ମାଡ଼

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ତିଗିରିଆ ନୂଆ ପାଟଣା ରେ ଜଣେ ମହିଳାଙ୍କ ଉପରେ ଏସିଡ ମାଡ଼।ମହିଳାଙ୍କୁ ତିଗିରିଆ ପୋଲିସ ଉଦ୍ଧାର କରି ତିଗିରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ଅବସ୍ଥା ଗୁରୁତର ଥିବାରୁ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି,ମହିଳାଙ୍କ ନାମ ରିନା ସାହୁ, ବୟସ 36, I ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି, ମହିଳା ଜଣଙ୍କ ଘରେ ଥିବା ସମୟ ରେ କିଛି ଦୁବୃତ ଘରେ ପଶି ମହିଳା ଙ୍କ ଉପରେ ଏ ସି ଡ ମାଡ଼ କରିଥିଲେ। ତେବେ ମହିଳା ଜଣଙ୍କ 4 ଜଣ ଙ୍କ ନା ରେ ଅଭିଯୋଗ ଆଣିଛନ୍ତି , ସୂଚନା ମୁତାବକ ପୃର୍ବ ରୁ ମହିଳା କିଛି ଅର୍ଥ ସୁଧକୁ ଆଣିଥିଲେ।କିଛି ଟଙ୍କା ସୁଜିଦେଇଥିଲେ।ସେହି ଘଟଣା କୁ କେନ୍ଦ୍ର କରି ମହିଳା ଙ୍କ ଉପରେ ଏ ସି ସ ମାଡ଼ ହୋଇଥିବା ମହିଳା ପ୍ରତିକ୍ରିୟା ଦେଇଛନ୍ତି। ସୁଉକ୍ତ ମହିଳାଙ୍କ ଶରୀର ୫୦ ଭାଗ ପୋଡି ଜାଇଥିବା ଜଣାପଡ଼ିଛି |ପୋଲିସଁ ତଦନ୍ତ କରୁଛି। ତେବେ ମହିଳା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ଅଛି।ମହିଳା ଙ୍କୁ ପ୍ରଥମେ scb ବଡ଼ ମେଡ଼ିକାଲ ର କଜୁଆଲଟି ଭର୍ତ୍ତି କରାଯାଇ ଚିକିତ୍ସା ଦେବା ପରେ ସର୍ଜରି ୱାର୍ଡ କୁ ସ୍ଥାନାନ୍ତର କରାଗଲା।

Leave a Reply

Your email address will not be published. Required fields are marked *