ଆମ୍ବୁଲାନ୍ସ ଓ  ବାଇକ ଧକ୍କା , ସ୍ୱାମୀ-ସ୍ତ୍ରୀ ଓ ଶିଶୁ ମୃତ

Spread the love

ଯାଜପୁର, ୨୪।୯(ଏନ୍ ନ୍ୟୁଜ୍ ) ଅପରାହ୍ନରେ ରୋଗୀ ନଥିବା ଏକ  ଆମ୍ବୁଲାନ୍ସ ଓ ଏକ ବାଇକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ସ୍ବାମୀ,ସ୍ତ୍ରୀ ଓ ଜଷର ଶିଶୁର ମୃତ୍ୟୁ ହୋଇଛି। ଦୂର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଠାରେ। ସେଠାରେ ରାସ୍ତା କାର୍ଯ୍ୟଚାଲୁ ରହିଥିବାରୁ ଗୋଟିଏ ପାଶ୍ବରେ ସମସ୍ତ ଗାଡି ଯାତାୟତ କରୁଛି। ସ୍ବାମୀ,ସ୍ତ୍ରୀ ସେମାନଙ୍କ ଶିଶୁକୁ ବାଇକ୍ରେ ବସାଇ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ବାଇକ୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ବାଇକରେ ଥିବା ଶିଶୁ ସମେତ ରାସ୍ତ ତଳକୁ ଛିଟିକି ପଡି ପ୍ରାଣ ହରାଇଥିଲେ। ପୁଲିସ ଆସି ଘଟଣା ସ୍ଥଳରୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *