ଅଜଣା ଗାଡି ଧକାରେ ବୃଦ୍ଧ ମୃତ

Spread the love

ରାଉରକଲୋ: ରଘୁନାଥ ପାଲ୍ଲି ଥାନା ପାନପୋଷ ଠାରେ ଅଜଣା ଗାଡି ଧକ୍କାରେ ଜଣେ ୬୫ ବର୍ଷ ବୟସ୍କ ଅଚିହ୍ନା ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ବୃଦ୍ଧ ଜଣକ କୌଣସି ଏକ ଅଜରା ଗାଡି ଧକାରେ ମରି ପଡିଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାରକରି ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ଶବଟିର ପରିଚୟ ମିଳି ପାରି ନାହିଁ।

Leave a Reply

Your email address will not be published. Required fields are marked *