ପୁଣି ଏସସିବି ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ

Spread the love

କଟକ,(ନାଗରାଜ ନ୍ୟୁଜ): ପୁଣି ଏସସିବି ମେଡିକାଲ ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ଅକ୍ସିଜେନ ନ ମିଳିବାରୁ ଅଜଣା ରୋଗୀ ଙ୍କ ମୃତ୍ୟୁ ଅଭିଯୋଗ। ଅଭିଯୋଗ ଆସିଛି ପୁରୁଣା ମେଡିସିନ ବିଭାଗ ରୁ। ଗତ କାଲି ରାତିରେ ବାଲେଶ୍ବର ଅଞ୍ଚଳର ଜଣେ ବ୍ୟକ୍ତି ଙ୍କୁ କଟକ ଏସସିବି ମେଡିକାଲ କାଜୁଆଲୀଟି ରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଭୋରରୁ ବିନା ଅକ୍ସିଜେନ ରେ ମେଡିସିନ ଓ୍ବାର୍ଡ କୁ ପଠେଇ ଦିଆଯାଇଥିଲା। ତେବେ ଓ୍ବାର୍ଡ ରେ ଏକ ଘଣ୍ଟା କାଳ ଅକ୍ସିଜେନ ନ ମିଳିବାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି

Leave a Reply

Your email address will not be published. Required fields are marked *