ଦଲାଲଙ୍କ ହାତରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଟୀକାକରଣ ବ୍ୟବସ୍ଥା

ଢେଙ୍କାନାଳ: ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମସ୍ତ ରାଜ୍ୟରେ ମାଗଣାରେ ଟୀକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି…

ଅବହେଳିତ ଅବସ୍ଥାରେ ପ୍ରାଚୀନ ମଠ ଓ ମନ୍ଦିର

ବାଙ୍କୀ: ବୁଡିବାକୁ ବସିଲାଣି ପୁରୁଣା ଐତିହ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି ପୁରୁଣା ଐତିହ ପରମ୍ପରା ସମ୍ପୂର୍ଣ୍ଣ ମଠ ମନ୍ଦିର…

ଶନିବାର, ରବିବାରକୁ ଛାଡି ସମସ୍ତ କାର୍ଯ୍ୟ ଦିବସରେ ଯୋଗଦେବାକୁ ସରକାରୀ ବିଜ୍ଞପ୍ତି ପ୍ରକାଶ

ଭୂବନେଶ୍ବର: ଆଜିଠାରୁ ଶନିବାର ଓ ରବିବାରକୁ ଛାଡି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରେ…

ଛାତ୍ରଛାତ୍ରୀ ବର୍ଷକୁ ଦୁଇଥର ଦେବେ ବୋର୍ଡ ପରୀକ୍ଷା: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ

ଭୂବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷାରେ ଏକ ବଡ ପରିବର୍ତ୍ତନ ଆଣିଛି । ୨୦୨୧-୨୨ ଶିକ୍ଷାବର୍ଷରେ…

ତଳମୁଁହା ମହାମାରୀ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ତଳମୁଁହା ରହୁଛି । ହେଲେ ଟ୍ଵିନ୍ ସିଟିରେ ଥମିବାର ନାଁ ଧରୁନି । ଗତ ୨୪…

ରାଜ୍ୟରେ ୫୧ ଜଣଙ୍କ କରୋନାରେ ମୃତ୍ୟୁ

ଭୂବନେଶ୍ବର: କରୋନା ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଲାଣି । ଗତକାଲିଠାରୁ ୫୦ରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କ ଜୀବନ ଯାଉଛି । ଆଜି…

ପୁରୀ ଓ ଜଗତସିଂହପୁର ଜିଲ୍ଲା ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍

ଭୂବନେଶ୍ବର: କରୋନା ମହାମାରୀର ସମୀକ୍ଷା କରିବା ନେଇ ଗତକାଲି ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଭୂବନେଶ୍ବର ପହଞ୍ଚିଥିଲେ । ଆଜି କେନ୍ଦ୍ରୀୟ…

ଗାନ୍ଧି ପରିବାରର କାହାରିକୁ ମିଳିବ ନାହିଁ ଅଧ୍ୟକ୍ଷ ପଦ, ଦଳର କରିପାରେ ନିଷ୍ପତ୍ତି

ଭୂବନେଶ୍ବର: କଂଗ୍ରେସ ପାର୍ଟି ଭିତରେ ଚାଲିଥିବା ତମାମ ବିରୋଧାଭାସ ଏବଂ ଅନ୍ୟ ସହଯୋଗୀ ଦଳର ଚାପ ମଧ୍ୟରେ ପାର୍ଟି ଏବେ ନିଜକୁ…

ଆଜିଠାରୁ ବସ୍ ଚଳାଚଳ ଆରମ୍ଭ

ଭୂବନେଶ୍ବର: ଆଜିଠାରୁ ଏ କାଟୋଗୋରିରେ ଅନ୍ତର୍ଭୁକ୍ତ ଥିବା ୪୩ ରୁଟରେ ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଚଳାଚଳ ଆରମ୍ଭ…

ଆଜିର ରାଶି ଚକ୍ର ଓ ପଞ୍ଜିକା

ଆଜିର ପଞ୍ଜିକା *✧═════•❁❀❁•═════✧* *ଅଦ୍ୟ ଜୁଲାଇ ମାସ ୦୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)* *ଶକାବ୍ଦ -୧୯୪୩* *ସମ୍ବତ -୨୦୭୮* *ସାଲ-୧୪୨୮* *ସମ୍ବତ୍ସର-ରାକ୍ଷସ*…