ଓଡିଶା ହାକୋର୍ଟରେ ଆଜାଦି କି ଅମୃତ ମହୋତ୍ସବ ଏବଂ ସ୍ବାଧୀନତା ଦିବସ ପାଳିତ

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ଓଡିଶା ହାକୋର୍ଟରେ ଆଜାଦି କି ଅମୃତ ମହୋତ୍ସବ ଏବଂ ସ୍ବାଧୀନତା ପ୍ରାପ୍ତିର 76 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶା ହାକୋର୍ଟର ମୁଖ୍ୟ ବିଚାର ପତି ଜଷ୍ଟିସ ଡକ୍ଟର ଏସ. ମୁରଲୀଧର ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ ପୋଲିସ ବ୍ୟାଣ୍ଡ ଦ୍ଵାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟ କ୍ରମରେ ଓଡ଼ିଶା ହାଇକୋର୍ଟ ର ବିଚାରପତି ଗଣ ବରିଷ୍ଠ ଆଇନ ଜୀବ ଏବଂ ହାଇକୋର୍ଟ କର୍ମ ଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *