ବନ୍ଦେ ଭାରତମ୍ ନୃତ୍ୟ ଉତ୍ସବ 2023 ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀର ସାହିଯାତ କୁ ରଙ୍ଗସାଳା ର କଳାକାର ମାନେ ବନ୍ଦେ ଭାରତମ୍ ନୃତ୍ୟ ଉତ୍ସବ 2023 କର୍ତ୍ତବ୍ୟପଥ ପ୍ୟାରେଡ୍ ରେ ତାଙ୍କ କଳା ର ପଦର୍ଶନ କରି ନୀଳାଚଳ ଏକ୍ସପ୍ରେସ ରେ ଆଜି ରାତ୍ର 8ଘଟିକା 16ମିନିଟ୍ ସମୟ ରେ ରଙ୍ଗଶାଳା ର ନିର୍ଦ୍ଦେଶକ ବିକ୍ରମ ସାହୁଙ୍କ ନେତୃତ୍ୱରେ ଶ୍ୟାମସୁନ୍ଦର ମହାପାତ୍ର,ସତ୍ୟବାନ ରାଉତ,ଗୋପୀନାଥ ପ୍ରଧାନ,ମନ୍ତୁ ସାହୁ,ବସନ୍ତ କୁମାର ପ୍ରଧାନ,ଦେବାଶିଷ ସିଂ ଙ୍କୁ ପୁରୀ ଷ୍ଟେସନ ଠାରୁ ଶୋଭାଯାତ୍ରା କରି ସମିର୍ ଶତପଥୀଙ୍କ ନେତୃତ୍ୱରେ ବଳରାଜ୍ ତ୍ରିପାଠୀ, କାଳୁ ଦାସ୍,ଆଶୁତୋଷ ମିଶ୍ର,ଜିତୁ ଦାସ୍,କୃଷ୍ଣ,କାଜଲ,ଗଦାଧର, ସାରଥ, ପପୂନା, ବିକାସ, ସିବୁ, ଜୟୀ, କାଳୁ, ଗୁଗୁଲୁ ଏବଂ ସହର ର ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ସଂକୀର୍ତ୍ତନ ସହିତ ଜୟ ଜଗନ୍ନାଥ ଧ୍ବନି ରେ ପାଛୋଟି ଆଣିଥିଲେ। ଆମ ପୁରୀ ପାଇଁ ଆଣିଥିବା ଗର୍ବ ଆଉ ଗୌରବ ର ଅଧିକାରୀ ମାନଙ୍କୁ ପୁରୀ ସହର ତରଫ ରୁ ସମ୍ବର୍ଦ୍ଧନା କରାଗଲା।

Leave a Reply

Your email address will not be published. Required fields are marked *