ବାଙ୍କୀ ଏନଏସି ବିଜେଡି ଚେୟାରମ୍ୟାନ ପାର୍ଥିନୀ ମାଣିକ ସାହୁ ବିଜୟୀ

Spread the love

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଚେୟାରମେନ ପ୍ରାର୍ଥୀ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି । ବିଜୁଜନତା ଦଳର ପ୍ରାର୍ଥୀ ମାଣିକ ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀକଂଗ୍ରେସ ପାର୍ଥି ସୁଷମା ମହାପାତ୍ରଙ୍କୁ ୬୮୯ଖଣ୍ଡ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି ‌। ସୂଚନାଯୋଗ୍ୟଯେ, ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀ ସୁଷମା ମହାପାତ୍ର କଡ଼ା ଟକ୍କର କରିଥିଲେ ମଧ୍ୟ ଶେଷରେ ହରିଯାଇଛନ୍ତି ।ବିଜେଡି ପାର୍ଥି ଜିତିବା ପରେ ଦେଖାଦେଇଛି ବିଜେଡି ମହଲରେ ଖୁସିର ଲହରୀ ବିଜେଡି ପ୍ରାର୍ଥୀ ୫୩୩୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସୁଷମା ମହାପାତ୍ର ୪୬୫୦ଖଣ୍ଡ ଭୋଟପାଇଥିବା ଫଳାଫଳରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *