ବାରଙ୍ଗ ପ୍ରେସ୍ କ୍ଲବର ରକ୍ତଦାନ ମହତ୍ ଦାନ କାର୍ଯ୍ୟକ୍ରମ

Spread the love

ବାରଙ୍ଗ:ବାରଙ୍ଗ ପ୍ରେସ୍ କ୍ଲବର ରକ୍ତାଦନ ମହତ୍ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଦୈନିକ ଖବାର କାଗଜ ’ସମ୍ବାଦ’ର ସହଯୋଗରେ  ବାରଙ୍ଗ ପ୍ରେସ୍ କ୍ଲବ୍ ଓ ବାରଙ୍ଗ ଅଟୋ ମାଲିକ ସଂଘର ମିଳିତ ଆନୁକୂଲ୍ୟରେ ଶିରବିରଟି ଆୟେଜନ କରାଯାଇଥିଲା। ଅନୁଷ୍ଠିତ ଶିବିରଟିରେ ମହତ୍ ଦାତା ଦିପକ କାମର ସ୍ବାଇଁ,ସୁରେଶ ମହାନ୍ତି,ପ୍ରହଲ୍ଲଦ ମହାନ୍ତି, ଗୋପାଳ ରାଉତ,ସରୋଜ କୁମାର ରାଉତ, ଉମାକାନ୍ତ ପଣ୍ଡା,ଗୌତମ ରାଉତ,ଶୁଭ୍ରାରବିନ୍ଦ ଦାସ,ସନ୍ତୋଷ ପାତ୍ର, ସମୀର କୁମାର ବିଶୋଇ, ରାହୁଲ ଶ୍ରୀଚନ୍ଦନଙ୍କ ସମେତ ୨୦ ଜଣ ରକ୍ତଦାନ ମହତ୍ ଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।  କଟକ ଏସ୍.ସି.ବି ଡାକ୍ତରଖାନାର ରକ୍ତ ଭଣ୍ଡାର ତରଫରୁ ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରଟିକୁ ବାରଙ୍ଗ ପ୍ରେସ୍ କ୍ଳବର ସଭାପତି ଲିଙ୍ଗରାଜ ରାଉତ, ସମ୍ପାଦକ ରୁଦ୍ର ନାରାୟଣ ଷଡଙ୍ଗ, ପ୍ରକାଶ ଚନ୍ଦ୍ର ସାହୁ,ଦେବେନ୍ଦ୍ର ନାଥ ସାହୁ, ତ୍ରିଲୋଚନ ଦାସ, ଦୁଷ୍ମନ୍ତ ଜେନା, ଚିତ୍ରଶେନ ବାରିକ, ସୁକାନ୍ତ କୁମାର ବେହେରା,ଲୋଚନ ମୁଦୁଲି, ମୁନା ଖାନ୍ ଓ ପ୍ରଶାନ୍ତ ସାହୁଙ୍କ ସମେତ କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନାରେ କରିଥିଲେ ।

Leave a Reply

Your email address will not be published. Required fields are marked *