ରେଳ ଧାରଣାରୁ ମହିଳାଙ୍କ ଶବ ଉଦ୍ଧାର

Spread the love


ବାରଙ୍ଗ : ବାରଙ୍ଗର ଶ୍ରୀଵନ୍ତପୁର ଗ୍ରାମ ନିକଟ ରେଳ ଧାରଣାରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ମହିଳା ଜଣକ ବୌଦ୍ଧ ଅଞ୍ଚଳର। ସେ ଭୁବନେଶ୍ୱର ଜଣେ ଜଙ୍ଗଲ ବିଭାଗ ଅଫିସରଙ୍କ ଘରେ କାମ କରୁଥିଲେ।ସେ ଗତ ରାତିରେ ଏକ୍ସପ୍ରେସ ଟ୍ରେନ୍‌ରେ ମାଲିକଙ୍କ ଝିଅ ଓ ତାଙ୍କ ପରିବାରର ୩ ଜଣଙ୍କ ସହବିହାରରୁ ଭୁବନେଶ୍ଵର ଫେରୁଥିଲେ। କୌଣସି କାରଣରୁ ଚଳନ୍ତା ଟ୍ରେନରୁ ଖସି ପଡିବାରୁ ମୃତ୍ୟୁବରଣ କରିଛନ୍ତି।

Leave a Reply

Your email address will not be published. Required fields are marked *