କାନନ ବିହାରରେ ଜଳ ବୋହିଯାଉଛି, ଜଳ ବିଭାଗ ଚାହିଁଛି

Spread the love

ଭୁବନେଶ୍ବର: ଜଳହିଁ ଜୀବନ, ବୁନ୍ଦା ବୁନ୍ଦା ଜଳ ବଞ୍ଚାନ୍ତୁ, ସରକାରଙ୍କ ସବୁ ପ୍ରଚାର ପ୍ରସାର ରାଜଧାନୀ ରାଜ ରାସ୍ତର କାନ୍ଥ ବାଡରେ ଲେଖା ହୋଇଛି ସତ। ହେଲେ କିପରି ପାଳନ ହେଉଛି ଖୋଦ ରାଜଧାନୀ ଭୁବନେଶ୍ବର କାନନ ବିହାର ଫେଜ୍ ୨ର ୫୭୦ ନମ୍ବର ପ୍ଲଟର ଏହି ଦୃଶ୍ୟ କହୁଛି। ପାଇପ୍ର ବାୟୁ ନିଷ୍କାସନ ଜଗାରୁ ପାଣି ବୋହି ରାସ୍ତା ଉପରେ ଗଡୁଛି।  ରାଜଧାନୀ ବାସିଙ୍କୁ ପାନୀୟ ଜଳ ଯୋଗାଉଥିବା ଜଳ ବ‌ୋଡ ଜଳ ବଞ୍ଚାଇବାରେ କେତେ ତତ୍ପର ଏ ଦୃଶ୍ୟ କହୁଛି।

Leave a Reply

Your email address will not be published. Required fields are marked *