ବଡମ୍ବା ବ୍ଲକରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

Spread the love

କଟକ: ଆଜି  କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ବ୍ଲକ ବିଜୁ ଜନତା ଦଳର ପ୍ରତିଷ୍ଠା  ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ବଡମ୍ବା ବ୍ଲକ ର ବିଜୁ ଜନତା ଦଳର  ସଭାପତି ରବୀନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ସୁନାପାଳ ଠାରେ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା । ଏଥିରେ ବଡମ୍ବା  ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବିପ୍ରସାଦମିଶ୍ର ମୁଖ୍ୟ ଅତିଥି ଭାବେ ଜଗଦେଇ ଉଦବୋଧନ ଦେଇଥିଲେ।. ଅନ୍ୟ ମାନଙ୍କ ମଧ୍ୟରେ ବଡମ୍ବା ପଂଚାୟତ ସମିତି ଅଧ୍ୟକ୍ଷା ଅନୁସୟା ନାୟକ, ଉପଧାକ୍ଷ ସଦାନନ୍ଦ ସ୍ୱାଇଁଙ୍କ ସହିତ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *