ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

Spread the love

କଟକ, (ନାଗରାଜ ନ୍ୟୁଜ): ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ବିଜୁ ଜନତା ଦଳ ୨୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗ୍ରାମ ପଞ୍ଚାୟତ ନିଆଳି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ‌ ସଭାପତି ‌ସନ୍ତୋଷ ମଲ୍ଲିକ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁବାଷ ଚନ୍ଦ୍ର ମଲ୍ଲିକ ଓ ମା ଅର୍ଣ୍ଣପୁର୍ଣ୍ଣା । ଏସଏଚଜି ଗ୍ରୁପର ମହିଳାମାନେ ଯୁବ ଛାତ୍ରଛାତ୍ରୀମାନେ ‌ସଭାରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *