ପୁରୀ: ଚତୁର୍ଦ୍ଧାମୂର୍ତ୍ତି ଆଜି ଦିନ ସାରା ରଥାରୁଢ଼ ହୋଇରହିବେ । ମହାପ୍ରଭୁଙ୍କ ସକାଳ ନୀତି ରଥ ଉପରେ ହୋଇଛି । ଆଜି…
Category: ଓଡ଼ିଶା
ନିଜ ବାସଭବନରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ
ଭୂବନେଶ୍ବର: କରୋନା ମହାମାରୀ ହେତୁ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ଅଗଣିତ ଭକ୍ତ ଟେଲିଭିଜନ ମାଧ୍ୟମରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି । ଏଥିରୁ…
ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଦେଶବାସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବା…
ଆରମ୍ଭ ହେଲା ରଥଟଣା, ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ
ପୁରୀ: ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ି ଥିବାବେଳେ ଏହା ପଛେ ପଛେ ଦେବୀ ସୁଭଦ୍ରାଙ୍କ…
ଜଗନ୍ନାଥଙ୍କ ପ୍ରଥମ ସେବକ ରୂପେ ଛେରା ପହଁରା ନୀତି ସମ୍ପୂର୍ଣ୍ଣ କଲେ ପୁରୀ ଗଜପତି ମହାରାଜ
ପୁରୀ: କରୋନା କଟକଣା ମଧ୍ୟରେ ରଥଯାତ୍ରା ଚାଲୁ ରହିଛି । ଶ୍ରୀଜିଉ ରଥ ଉପରେ ବିରାଜମାନ କରି ନିଜ ଅଗଣିତ ଭକ୍ତ…
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ
ପୁରୀ: ଶ୍ରୀଜିଉଙ୍କର ପହଣ୍ଡି ବିଜେ ସରିଛି । ଏବେ ରଥ ଉପରେ କୋଟି କୋଟି ଅଗଣିତ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତି…
ଶ୍ରୀମନ୍ଦିରରୁ ହେଉଛି କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ
ପୁରୀ: ଶ୍ରୀମନ୍ଦିରରୁ ହେଉଛି କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ। ବହୁ ଅପେକ୍ଷାର ଅନ୍ତ ଘଟାଇ ବଡଦାଣ୍ଡକୁ ବାହାରି ଆସିଛନ୍ତି ବଡ ଠାକୁର…
ପବିତ୍ର ଘୋଷଯାତ୍ରା ଅବସରରେ ଶୁଭେଚ୍ଛାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୂବନେଶ୍ବର: ଆଜି ହେଉଛି ବିିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଦିନକୁ ଚାହିଁ ରହିଥାନ୍ତି କେତେ କେତେ ଜଗନ୍ନାଥ ପ୍ରେମୀ ।…
ଆରମ୍ଭ ହୋଇଛି ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି, ରଥକୁ ବିଜେ କଲେ ପ୍ରଭୂ ସୁଦର୍ଶନ
ପୁରୀ: ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ରିତିନୀତି । ପରମ୍ପରା ଅନୁଯାୟୀ ପବିତ୍ର ରଥଯାତ୍ରା ନିମନ୍ତେ ତିନି ନବ ନିର୍ମିତ ରଥର…
ଆଜି ହେଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୂବନେଶ୍ବର: ଆଜି ହେଉଛି କାଳିଆର ଘୋଷଯାତ୍ରା । ଏହି ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା ବା କାଳିଆର ଘୋଷଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା…