ନକଲି ଔଷଧ କାରବାର, 12 ଲକ୍ଷ ଟଙ୍କା ଫ୍ରିଜ

Spread the love

କଟକ, (ନାଗରାଜ ନ୍ୟୁଜ): ନକଲି ଔଷଧ କାରବାର ଘଟଣାରେ ପୋଲିସ ଗିରଫ ବ୍ୟବସାୟୀଙ୍କ ଲିଙ୍କ ରେ ଥିବା ଦୁଇ ବ୍ୟବସାୟୀ ଙ୍କ ଆକାଉଣ୍ଟ୍ ରୁ ଆଉ 12 ଲକ୍ଷ ଟଙ୍କା ଫ୍ରିଜ କରିଛି । ପୂର୍ବରୁ ଦୁଇ ଗିରଫ ବ୍ୟବସାୟୀ ଙ୍କ ଠାରୁ 28 ଲକ୍ଷ ଟଙ୍କା ଫ୍ରିଜ ହୋଇଥିଲା। ଏଥି ସହିତ ଗିରଫ ଦୁଇ ବ୍ୟବସାୟୀ ଙ୍କଠାରୁ ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ପୋଲିସ କାରବାରରେ ସଂପୃକ୍ତ କିଛି ବ୍ୟବସାୟୀ ଙ୍କ ତାଳିକା ପ୍ରସ୍ତୁତ କରିଛି ସେମାନଙ୍କ ର କାରବାର ଓ ଷ୍ଟକ ସଂପର୍କରେ ଛାନଭିନ କରାଯିବ। ଅନ୍ୟ ପକ୍ଷରେ ଜବତ ଡ୍ରଗ୍ସ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଲାବ ରିପୋର୍ଟ ରୁ ସ୍ପଷ୍ଟ ହୋଇଛି ବୋଲି କଟକ ଡିସିପି ପିନାକ୍ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *