କରୋନାରେ ଡି.ଆଇ.ଜିଙ୍କ ମୃତ୍ୟୁ

Spread the love

ନାଗରାଜ ନ୍ୟୁଜ: କରୋନାରେ ସଂକ୍ରମିତ ହୋଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ ଗୁରୁବାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ସ୍ବର୍ଗତ ପାର୍ଥ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଏପ୍ରିଲ୍ ୨୭ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

କ୍ରନିକ୍ ବୃକକ୍ ରୋଗରେ ପୀଡିତ ଏହି ବରିଷ୍ଠ ଅଧିକାରୀ ଆଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Leave a Reply

Your email address will not be published. Required fields are marked *