Press the Power Of People
କଟକ .୧୮। ୭(ଏନ୍ ନ୍ଯୁଜ୍) କଟକ ଜିଲ୍ଲା ବାଙ୍କୀ ଡମପଡ଼ା ଅଭୟାରଣ୍ୟରୁ ଅବୈଧ ବନ୍ୟପ୍ରାଣୀ ଶୀକାର କରୁଥିବା ଅପରାଧରେ ଜଣେ ଶ୍ରୀକାରୀ କୁ ବନ୍ଧୁକ ସହ ଗିରଫ କରି କୋଟ ଚାଲାଣ କରିଛି ଡମପଡ଼ା ବନ ବିଭାଗ। ଗିରଫ ଶୀକାରୀ ବାଙ୍କୀ ଉପରପାଟପୁର ଗ୍ରାମର ପ୍ରମୋଦ ଗୋଛାୟତ (୬୫) ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.