Press the Power Of People
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୯ ନମ୍ବର ଖୁଆଡ ମଧ୍ୟରେ ଏକ ୧୦ ବର୍ଷୀୟା ମାଈ ସମ୍ବରର ମୃତ୍ୟୁ ହୋଇଛି। ସମ୍ବରଟି ପରିଷ୍ପର ଲଢେଇରେ ଆଘାତ ପ୍ରାପ୍ତ ହୋଇ ମୃତ୍ୟୁ ବରଣ କରିଛି। ଏହାର ମୃତ୍ୟୁ ଫଳରେ ନିନ୍ଦନକାନନର ମୋଟ ସମ୍ବର ସଂଖ୍ୟା ୧୭କୁ ହ୍ରାସ ପାଇଛି।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.