ସାନିଟାରୀ ନାପକିନ୍ ବଣ୍ଟନ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ଉର୍ଜାବାନ ଓଡ଼ିଶା ପକ୍ଷରୁ ବୀରହରେକୃଷ୍ଣ ପୁର ଗ୍ରାମ ପଞ୍ଚାୟତର ପାଣ ସାହି,ଆଦିବାସୀ କଲୋନୀ,ବନମାଳି ପୁର ଭୋଇ ସାହି ଗ୍ରାମର ମହିଳାମାନଙ୍କୁ ରୁତୁସ୍ରାବ ସମୟରେ ଅନ୍ଧବିଶ୍ଵାସ ତଥା ଅସାବଧାନତା ଯୋଗୁଁ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି କିପରି ଯତ୍ନବାନ ହେବେ ସେ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହ ସାନିଟାରୀ ନାପକିନ୍ ବଣ୍ଟନ କରାଗଲା  l

Leave a Reply

Your email address will not be published. Required fields are marked *