ପୋଲିସ ପଞ୍ଝାରେ ନକଲି ଔଷଧ ବ୍ୟବସାୟୀ

କଟକ,(ନାଗରାଜ ନ୍ୟୁଜ): ଟେଲମା ୪୦ ଓ ଟେଲମା ଏମ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମିଳୁଥିବା ମେଡ଼ିସିନ ବିବାଦରେ ଆସିଛି ଏକ ଭିନ୍ନ ମୋଡ଼ । ଗତ ୯ ତାରିଖରେ ଡ୍ରଗ ଇନ୍ସପେକ୍ଟର ମାଣିକଘୋଷ ବଜାର ଠାରେ ଥିବା ଦୁଇଟି ମେଡ଼ିସିନ ସଂସ୍ଥା ନାଁ ରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ତେବେ ଏ ନେଇ ଆଜି ପୁରୀଘାଟ ଥାନା ପୋଲିସ ଦୁଇ ଜଣକୁ ଅଟକ ରଖିବା ସହ ଘଟଣାର ପୃଙ୍ଖନୁପୃଙ୍ଖ ଭାବେ ତଦନ୍ତ ହେବା ପରେ ଆଉ କାହାର ସଂପୃକ୍ତି ରହିଛି ଜଣାପଡ଼ିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର ।

Leave a Reply

Your email address will not be published.