ଓଷ୍ଟା ପ୍ରକାଶ କରିଲା ଚଳିତବର୍ଷର ମାଟ୍ରିକ ଟେଷ୍ଟ ପେପର

Spread the love

କଟକ,(ନାଗରାଜ ନ୍ୟୁଜ): ଓଷ୍ଟା ପ୍ରକାଶ କରିଲା ଚଳିତ ବର୍ଷ ର ମାଟ୍ରିକ ଟେଷ୍ଟ ପେପର। ଅଭିଜ୍ଞ ଶିକ୍ଷକ ଶିକ୍ଷାବିତ୍ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି ଏହି ଟେଷ୍ଟ ପେପର। 2022/23 ଶିକ୍ଷା ବର୍ଷ ନିମନ୍ତେ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମେଟିଭ 2 ପରୀକ୍ଷା ପାଇଁ ଆସନ୍ତା କାଲି ଠାରୁ ବଜାରରେ ଉପଲବ୍ଧ ହେବ ଏହି ଟେଷ୍ଟ ପେପର। ଏହା ସହ ଚଳିତ ଡିସେମ୍ବର ମାସ ରେ ଚାରିଦିନ ଧରି ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟର 30ଟି ଜିଲ୍ଲାରୁ 600ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏଥିରେ ଭାଗ ନେବେ।

Leave a Reply

Your email address will not be published. Required fields are marked *