ବାଲିଯାତ୍ରା ପ୍ରେମୀଙ୍କ ଖୁସିକୁ ଦୁଇଗୁଣ କରୁଛି ବୋଟ କ୍ଳବ୍

କଟକ,(ନାଗରାଜ ନ୍ୟୁଜ): କଟକ ଐତିହାସିକ ବାଲିଯାତ୍ରାରେ ଏଥର ବାଲିଯାତ୍ରା ପ୍ରେମୀଙ୍କ ଖୁସି କୁ ଦୁଇଗୁଣ କରୁଛି ବୋଟ କ୍ଳବ୍। କଳିଙ୍ଗ ଡ଼ା ଇଭରସ୍ ସଂସ୍ଥା ପକ୍ଷରୁ ଏହି ନିଆରା ମନୋରଞ୍ଜନ ର ଖୋରାକ ଯୋଗାଇ ଦିଆଯାଉଛି। ଆନ୍ତଃ ରାଷ୍ଟ୍ରୀୟ ସ୍କୁବା ଡାଇଭର ସବିର ବକ୍ସ ଏହାର ନେତୃତ୍ୱ ନେଉଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ପ୍ରକାର ର ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ଏହି ବୋଟିଂ କରିବା ପରେ ବେଶ୍ ଖୁସି ପ୍ରକଟ କରୁଛନ୍ତି ଦର୍ଶକ ମାନେ।

Leave a Reply

Your email address will not be published.