Press the Power Of People
ଭୁବନେଶ୍ଵର,୧୬/୭ (ଏନ ନ୍ୟୁଜ ) ଭରତପୁର ଜଙ୍ଗଲରେ ୧୦ ଟିକିଆ ହାତୀ ପଲ ଦେଖିବାକୁ ମିଳିଛନ୍ତି। ସେମାନଙ୍କ ମଧ୍ୟରେ ୩ ଟି ଛୁଆ ଅଛନ୍ତି। ଜଙ୍ଗଲରେ ବିବରଣ କରୁଛନ୍ତି। କିଛିକ୍ଷୟକ୍ଷତି କରିନାହାନ୍ତି। କାଲି ସକାଳେ ତାଙ୍କର ଗତିପଥ ଜଣାପଡିବ ବୋଲି ଡିଏଫଓ କେଦାର ନାଥ ସ୍ୱାଇଁ କହିଛନ୍ତି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.