କଟକରେ ଏନକାଉଣ୍ଟର

Spread the love

କଟକ,(ନାଗରାଜ ନ୍ୟୁଜ): କଟକରେ ଏନକାଉଣ୍ଟର ଶଙ୍କର ଓରଫ ଦୀପକ ନାୟକ ରାଣୀହାଟ ଗୋପାଳ ସାହି ଅଞ୍ଚଳର। ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଟକ ଭୁଆସୁଣୀ ପଠା ପାଖେ ପୋଲିସ କାବୁ କରିବାକୁ ଚେଷ୍ଟା କରିବା ପରେ ସେ ଓଲଟା ପୋଲିସ ଉପରକୁ ଗୁଳି ଚଳାଇଥିଲା ବାଧ୍ୟ ହୋଇ ପୋଲିସ ପାଲଟା ଗୁଳି ଚଳାଇବାରୁ ବାମ ଗୋଡ଼ରେ ତାର ଗୁଳି ବାଜିଛି ଓ ସେ ଆହତ ହୋଇ ଏବେ କଟକ ଏସସିବି ରେ ଚିକିତ୍ସିତ ହେଉଛି ତା ପାଖ ରୁ ପୋଲିସ ବନ୍ଧୁକ ଗୁଳି ଜବତ କରିଛି ତା ନାଁ ରେ ଏକାଧିକ ମାମଲା ବିଭିନ୍ନ ଥାନାରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି .

Leave a Reply

Your email address will not be published. Required fields are marked *