ଚିନ୍ ଟୀକା ନେଇ ବି ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ଇମ୍ରାନଙ୍କୁ କରୋନା

Spread the love

ନାଗରାଜ ନ୍ୟୁଜ୍: ପାକିସ୍ଥାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଯେଉଁ ଚିନ୍ ଦେଶ ଉପରେ ବେଶି ଭରସା କରନ୍ତି ଓ ବେଶି ନିର୍ଭରକରନ୍ତି ସେ ଦେଶ ଦ୍ବାରା ପ୍ରସ୍ତୁତ କରୋନା ଟୀକା ନେବାର ଦୁଇ ଦିନ ପରେ ଇମ୍ରାନ  କରୋନା ସଂକ୍ରମିତ ହୋଇଛନ୍ତି। ଏବେ ସେ କରୋନା ସଂକ୍ରମିତ ହେବା କଥା ସୂଚନା ପାଇ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଖୁବ୍ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *